Abana rasataranga 0
Abanā rasataraṅga 0
- Language
- Odia
0.p1
ଏହି କାବ୍ୟର ନାମରେ ଯେପରି ସବୁ ବର୍ଣ୍ଣ 'ଅବନା', ସମଗ୍ର କାବ୍ୟର ସବୁ ପଂକ୍ତି ହେଉଛି ସେହିପରି ଅବନାରେ ରଚିତ। ଏହି କାବ୍ୟରେ କୌଣସି ଅକ୍ଷରରେ ଯଥା 'କ'ରେ ବନା ଅର୍ଥାତ୍ କା, କି, କୀ, କୁ, କୂ ଆଦି ବ୍ୟବହାର କରାଯାଇ ନାହିଁ ।
0.p2
ଏ ଅନନ୍ତ ରସ କର ଶ୍ରବଣ ସଜ୍ଜନ
0.p3
ସଲକ୍ଷଣ ମଖ ରକ୍ଷଣ ଚର ଅଚର ଇନ
0.p4
ଗତ ମର୍କଟକଟକ ମଧ୍ୟ ଲକ୍ଷ୍ମଣ ଖରତର