Abana rasataranga 0.p1
Abanā rasataraṅga 0.p1
- Language
- Odia
0.p1
ଏହି କାବ୍ୟର ନାମରେ ଯେପରି ସବୁ ବର୍ଣ୍ଣ 'ଅବନା', ସମଗ୍ର କାବ୍ୟର ସବୁ ପଂକ୍ତି ହେଉଛି ସେହିପରି ଅବନାରେ ରଚିତ। ଏହି କାବ୍ୟରେ କୌଣସି ଅକ୍ଷରରେ ଯଥା 'କ'ରେ ବନା ଅର୍ଥାତ୍ କା, କି, କୀ, କୁ, କୂ ଆଦି ବ୍ୟବହାର କରାଯାଇ ନାହିଁ ।