Abana rasataranga 3.29
Abanā rasataraṅga 3.29
- Language
- Odia
3.29
ଶଶଲକ୍ଷଣ ଧରଣର ନ କର ସଉର୍ଦ୍ଧ୍ୱ କର ତତ୍କ୍ଷଣ
ମକର ଧ୍ୱଜ ପର ଦଳନ କରସ୍ତ୍ରପନ ସତ ନ ମଣ
ମକର ଧ୍ୱଜ ମଧ୍ୟଗତ ଜନ ଏ ସ୍ତବ କରଇ ଶ୍ରବଣ ।୨୯।
Abanā rasataraṅga 3.29
ଶଶଲକ୍ଷଣ ଧରଣର ନ କର ସଉର୍ଦ୍ଧ୍ୱ କର ତତ୍କ୍ଷଣ
ମକର ଧ୍ୱଜ ପର ଦଳନ କରସ୍ତ୍ରପନ ସତ ନ ମଣ
ମକର ଧ୍ୱଜ ମଧ୍ୟଗତ ଜନ ଏ ସ୍ତବ କରଇ ଶ୍ରବଣ ।୨୯।