Sarala Mahabharata 67
Sāraḷā Mahābhārata 67
- Language
- Odia
67
----
୫୯ । ଅନେକ ଦୋଷ କଲେ ବଇରାଗ ନପାଇବୁ ।
ଅନେକ ଅପ୍ରାଧ କଲେ ତୁହି ସେ ସଂଘରିବୁ ।
୬୬ । ମଧୁଶଯ୍ୟା ଧର୍ମବାକ୍ୟ କଲେ ପୁରୋହିତେ ।
ଲାଜା ହୋମ ସେ ଯେ କଲେକ ପ୍ରୋହିତେ ।
୬୬ ।୨ ନିଶାରେଣ ମଧୁଶଯ୍ୟା କଲେକ ଯୁଗତେ
୫୯ । ଦଶଦୋଷ ଲକ୍ଷଣ-ନିର୍ଲଜ୍ଜା ଚୌରବୃତ୍ତିଶ୍ଚ ଡାକିନୀ ବ୍ୟଭିଚାରିଣୀ
ମୁଖରା ହିଂସ୍ରକା ଦୁଷ୍ଟା ମିଥ୍ୟାବାଦିନ୍ୟତୋଷିଣୀ
ପଳାୟନ ପରା ଭୂୟୋ ଦଶଦୋଷା ଇତିସୃଂତାଃ
୧ ନିର୍ଲଜ୍ଜା, ୨ ଚୋରଣୀ, ୩ ଡାଆଣୀ, ୪ ବ୍ୟଭିଚାରିଣୀ, ୫ କଟୁଭାଷିଣୀ, ୬ ହିଂସାକାରିଣୀ, ୭ ଦୁଷ୍କର୍ମକାରିଣୀ, ୮
ମିଥ୍ୟାବାଦିନୀ, ୯ ସର୍ବଦା ଅସନ୍ତୁଷ୍ଟା, ୧୦ ବାରମ୍ବାର ଶାଶୁଘରୁ ପଳାଉଥିବା ।
୬୦ ।୨ ମନର ହିଆଳି-ମନର ସ୍ନେହପାତ୍ର,
୬୩ ।୧ ସତ୍ୟବାକି-ସତ୍ୟ ବଚନ । ୬୪ ।୨ ସମ୍ଭର-ଆଡମ୍ବର
ଦିନା ପାଞ୍ଚ ସାତ ସାରି ଗଲେ ନିଜ ଦେଶେ
ପ୍ରବେଶ ହୋଇଲେ ଗିରି ବାରୁଣାବନ୍ତ ପାଶେ ।୬୭ ।